ଧ୍ୟାନ ଦିଅନ୍ତୁ - ଏବେ ସାର୍ଥକର ନୂଆ ନାଁ ହେଉଚି "ସିଦ୍ଧାର୍ଥ" !
"Sidharth TV" ଏବଂ "Sidharth Music" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Sidharth TV" ଏବଂ "Sidharth Music" ର YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
ବର୍ଷା ଥାଉ କି ନଥାଉ, ତୁ ନଥିଲେ ଜୀବନଟା ଶୁଖା ଶୁଖା ଲାଗେ, ଏକା ଏକା ଲାଗେ ... ତୋ ପ୍ରତୀକ୍ଷାରେ ମୁଁ ସବୁବେଳେ .. ସବୁଋତୁରେ.. ତୁ ଯୋଉଠି ଥା... ଥରୁଟିଏ ଖାଲି ମୋ ପାଖକୁ ଆ’... ତୁ ଆସିଲେ ହିଁ, ମୁଁ ଭିଜୁଥିବି ଆଉ ଭିଜୁଥିବି ତୋ’ରି ପ୍ରେମ ବର୍ଷାରେ...
Song : Bhijei Dei Jaa Thare
Album : Mun To Hero
Singer : Human Sagar
Lyrics : Arun Mantri
Music Director : Asad Nizam
Digital Design : Binay Sutar
Recorded At: Sidharth Music Studio.
Voice Dubbing & Mixing By: Swapnajit Sabat & Munna at Sidharth Music Studio
Mastering By: Sitaram Agrawal & Swapnajit Sabat at Sidharth Music Studio
Banner : Sidharth TV
Producer : Sitaram Agrawal & Namita Agrawal
Music Label : Sidharth Music
ଭିଜେଇ ଦେଇ ଯା’ଥରେ,,
ପ୍ରିୟାତୋ’ ପ୍ରେମ ବର୍ଷାରେ..
ଆଜି ଏ ସାରା ଦୁନିଆ
ଜଳିଲେ ଜଳୁ ଈର୍ଷାରେ..
ତତେ ଚାହିଁ, ଶୋଇ ନାହିଁ
ମୁଁ କାଲି ରାତିରେ..
ଥା’ ପଛେ ଯେତେ ଦୂରେ…
ଆ’ ଥରେ ଆ’ ଥରେ…
ତୁ.. ନାହୁଁ ସବୁତ ଅଧା
ବହୁଦିନୁ ହେଇନି ଓଦା
ଦର ମରା ମୁଁ ତୋ’ବିନା...
ମନ ମୋର ଶୁଖିଲା ମାଟି
ଛିଟା ତୋର ଦେଇଯା’ ଛାଟି
କରୁ କାଇଁ ତୁ ବାହାନା...
ଏକା ଏକା, ଲାଗେ ଏକା
ତୋ ବିନା ସାଥିରେ..
ଥା’ ପଛେ ଯେତେ ଦୂରେ..
ଆ’ ଥରେ ଆ’ ଥରେ..
ତୁ.. ଥରେ ଆସିବୁ ବୋଲି,
ମତେ ଆସି ଡାକିବୁ ବୋଲି
ଖୋଲା ଅଛିମୋ ଝରକା..
କହେ ଆସି ଶ୍ରାବଣ ଋତୁ
ମନେ କାଇଁ ରଖିଚୁ କିନ୍ତୁ
ମତେ ବାଧେରେ ଅଧିକା..
ତୋ’ଚେହେରା, ନାଚେ ପରା
ମୋ ଦୁଇ ଆଖିରେ..
ଥା’ ପଛେ ଯେତେ ଦୂରେ…
ଆ’ ଥରେ ଆ’ ଥରେ…
SET CALLER TUNE : Bhijei Dei Jaa Thare
OPERATOR CODES:
Vodafone Subscribers Dial 5379675559
Airtel Subscribers Dial 5432116291341
Idea Subscribers Dial 567899675559
Tata DoCoMo Subscribers sms SET 9675559 To 543211
BSNL (South / East) Subscribers sms BT 9675559 To 56700
Aircel (South / East) Subscribers sms DT 9675559 To 53000
Tata Indicom Subscribers sms WT 9675559 To 12800
Uninor Subscribers sms ACT CT 9675559 To 51234
BSNL (North / West) Subscribers sms BT 6714663 To 56700
Aircel (North / West) Subscribers sms DT 6714663 To 53000
#SidharthTV #SitaramAgrawal #NamitaAgrawal
Author: Sidharth Music
Tags:
source
0 comments:
Post a Comment